ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ଅନ୍ନକୁ ଲୋକପ୍ରିୟ କରାଇବା ପାଇଁ ଦେଶବ୍ୟାପୀ କରାଯାଉଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
03 FEB 2023 9:21AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଅନ୍ନକୁ ଲୋକପ୍ରିୟ ବନାଇବା ପାଇଁ ଦେଶବ୍ୟାପୀ ହେଉଥିବା ପ୍ରୟାସଗୁଡ଼ିକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆସାମ ସଚିବାଳୟରେ ମିଲେଟ କ୍ୟାଫେର ଉଦଘାଟନ ସଂକ୍ରାନ୍ତରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ଉପରେ ନିଜ ମତ ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ ଟ୍ୱିଟ କରିଛନ୍ତି:
‘‘ଶ୍ରୀ ଅନ୍ନକୁ ଲୋକପ୍ରିୟ କରାଇବା ପାଇଁ ସାରା ଦେଶରେ ହେଉଥିବା ଏଭଳି ପ୍ରକାର ଉଦ୍ୟମଗୁଡ଼ିକୁ ଦେଖି ବହୁତ ଖୁସି ଅନୁଭବ କରୁଛି ।’’
SR
(ରିଲିଜ ଆଡି: 1896107)
ପରିଦର୍ଶକ କାଉଣ୍ଟର : 196
ଏହି ରିଲିଜ ପଢନ୍ତୁ :
Kannada
,
Telugu
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Malayalam