ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ଥାପନା ଦିବସ ଅବସରରେ ତଟରକ୍ଷୀ ବାହିନୀ କର୍ମଚାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
01 FEB 2023 9:21AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଥାପନା ଦିବସ ଅବସରରେ ତଟରକ୍ଷୀ ବାହିନୀ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ତଟରକ୍ଷୀ ବାହିନୀ କର୍ମଚାରୀମାନଙ୍କୁ ସ୍ଥାପନା ଦିବସର ଶୁଭେଚ୍ଛା । ଭାରତୀୟ ତଟରକ୍ଷୀ ବାହିନୀ ନିଜ କାର୍ଯ୍ୟଦକ୍ଷତା ଓ ଆମ ତଟଗୁଡିକୁ ସୁରକ୍ଷିତ ରଖିବାର ପ୍ରୟାସ ପାଇଁ ପରିଚିତ । ସେମାନଙ୍କ ଆଗାମୀ ପ୍ରୟାସଗୁଡିକ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଉଛି । @IndiaCoastGuard”
SR
(रिलीज़ आईडी: 1895402)
आगंतुक पटल : 193
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam