ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ୍ମ ଜୟନ୍ତୀ ଅବସରରେ ବାଲାସାହେବ ଠାକରେଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 23 JAN 2023 9:04AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବାଲାସାହେବ ଠାକରେଙ୍କୁ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଜନ୍ମ ଜୟନ୍ତୀ ଅବସରରେ ବାଲାସାହେବ ଠାକରେ ଜୀଙ୍କୁ ସ୍ମରଣ କରୁଛି । ତାଙ୍କ ସହ ହୋଇଥିବା ଅନେକ ବାର୍ତ୍ତାଳାପ ମୋ ପାଇଁ ସ୍ମରଣୀୟ ହୋଇ ରହିବ । ବ୍ୟାପକ ଜ୍ଞାନ ଓ ବାକପଟୁତା ପାଇଁ ସେ ପରିଚିତ ଥିଲେ । ଜନକଲ୍ୟାଣ ପାଇଁ ସେ ନିଜ ଜୀବନକୁ ସମର୍ପିତ କରିଥିଲେ ।’’ 

SR


(रिलीज़ आईडी: 1893053) आगंतुक पटल : 197
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam