ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବମ ଶ୍ରେଣୀ ଛାତ୍ରୀ ଇଶିତାଙ୍କ ପିପିସି ସମ୍ପର୍କିତ ଚିତ୍ରକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
08 JAN 2023 9:36PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରୀୟ ବିଦ୍ୟାଳୟ, ଅମ୍ବାଲା କ୍ୟାଣ୍ଟର ନବମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଇଶିତା ‘ପରୀକ୍ଷା ପେ ଚର୍ଚ୍ଚା’ ୨୦୨୩କୁ ନେଇ ଆଙ୍କିଥିବା ଚିତ୍ରକୁ ପ୍ରଶଂସା କରିଛନ୍ତି ।
କେଭି ସଂଗଠନର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବହୁତ ବଢିଆ ! ଚିତ୍ର ମାଧ୍ୟମରେ ପରୀକ୍ଷା ବେଳେ ବିଦ୍ୟାର୍ଥୀମାନଙ୍କ ଦିନଚର୍ଯ୍ୟାକୁ ନେଇ ଚମତ୍କାର ପ୍ରସ୍ତୁତି ।”
SR
(ରିଲିଜ ଆଡି: 1889640)
ପରିଦର୍ଶକ କାଉଣ୍ଟର : 164
ଏହି ରିଲିଜ ପଢନ୍ତୁ :
Bengali
,
Telugu
,
Gujarati
,
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Tamil
,
Kannada