ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରମୁଖ କ୍ଷେତ୍ରର ବିକାଶମୂଳକ କାର୍ଯ୍ୟ ପାଇଁ ନାଗାଲାଣ୍ଡବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 08 JAN 2023 9:25AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କନେକ୍ଟିଭିଟି, ଶିକ୍ଷା, ପର୍ଯ୍ୟଟନ ଓ ଶକ୍ତି ଭଳି ପ୍ରମୁଖ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ପାଇଁ ନାଗାଲାଣ୍ଡବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“କନେକ୍ଟିଭିଟି, ଶିକ୍ଷା, ପର୍ଯ୍ୟଟନ, ଶକ୍ତି ଭଳି ପ୍ରମୁଖ କ୍ଷେତ୍ରରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ପାଇଁ ନାଗାଲାଣ୍ଡର ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା । ଏନଡିଏ ସରକାର ନାଗାଲାଣ୍ଡର ପ୍ରଗତିଶୀଳ ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ପ୍ରତିବଦ୍ଧ ।” 

 

SR



(Release ID: 1889504) Visitor Counter : 91