ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଣୀ ଭେଲୁ ନାଚିଆରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 JAN 2023 7:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଣୀ ଭେଲୁ ନାଚିଆରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ତାଙ୍କ ଜନ୍ମ ବାର୍ଷିକୀରେ ସାହସୀ ରାଣୀ ଭେଲୁ ନାଚିଆରଙ୍କୁ ଶ୍ରଦ୍ଧାଞ୍ଜଳି । ସେ ତାଙ୍କ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବାରେ ଆଗରେ ଥିଲେ । ସେ ଉପନିବେଶବାଦକୁ ତୀବ୍ର ବିରୋଧ କରିଥିଲେ ଏବଂ ସମାଜର କଲ୍ୟାଣ ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କର ସାହସିକତା ଭବିଷ୍ୟତ ପୀଢିକୁ ପ୍ରେରଣା ଯୋଗାଇବ ।”

HS


(ରିଲିଜ ଆଡି: 1888422) ପରିଦର୍ଶକ କାଉଣ୍ଟର : 225