ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସାବିତ୍ରୀବାଇ ଫୁଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
03 JAN 2023 7:47PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାବିତ୍ରୀବାଇ ଫୁଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୁଁ ପ୍ରେରଣାଦାୟୀ ସାବିତ୍ରୀବାଇ ଫୁଲେ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ଆମର ନାରୀ ଶକ୍ତିଙ୍କ ଅଦମ୍ୟ ଆବେଗକୁ ବ୍ୟକ୍ତ କରିଛନ୍ତି । ମହିଳାମାନଙ୍କୁ ଶିକ୍ଷା ତଥା ସଶକ୍ତିକରଣ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ । ସାମାଜିକ ସଂସ୍କାର ଏବଂ ସମାଜ ସେବା କ୍ଷେତ୍ରରେ ମଧ୍ୟ ସେ ସମାନ ପ୍ରେରଣାଦାୟୀ ଥିଲେ ।”
HS
(Release ID: 1888413)
Visitor Counter : 137
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam