ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲୋସର ପର୍ବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 25 DEC 2022 4:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋସର ପର୍ବ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଲଦାଖରେ ନବ ବର୍ଷ ଭାବେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଥିବା ଲୋସର ପର୍ବ ଅବସରରେ ସମସ୍ତଙ୍କୁ ଶୁଭକାମନା । ଆଜି ଠାରୁ ଆରମ୍ଭ ହେଉଥିବା ନୂଆବର୍ଷ ସମସ୍ତଙ୍କ ଜୀବନରେ ଖୁସି ଓ ସୌହାର୍ଦ୍ଦ୍ୟ ଭରି ଦେଉ । ଚଳିତ ବର୍ଷ ସମସ୍ତଙ୍କ ମନୋକାମନା ପୂରଣ ହେଉ ।” 

 

SR


(रिलीज़ आईडी: 1886543) आगंतुक पटल : 201
इस विज्ञप्ति को इन भाषाओं में पढ़ें: Malayalam , Kannada , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Gujarati , Tamil , Telugu