ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡେନମାର୍କର ପ୍ରଧାନମନ୍ତ୍ରୀ ଭାବରେ ପୁନଃ ର୍ନିବାଚିତ ହୋଇଥିବାରୁ ଶ୍ରୀମତୀ ମେଟେ ଫ୍ରେଡେରିକସେନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 15 DEC 2022 11:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କର ପ୍ରଧାନମନ୍ତ୍ରୀ ଭାବରେ ପୁନଃ ର୍ନିବାଚିତ ହୋଇଥିବାରୁ ଶ୍ରୀମତୀ ମେଟେ ଫ୍ରେଡେରିକସେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଡେନମାର୍କର ପ୍ରଧାନମନ୍ତ୍ରୀ ଭାବରେ ପୁନଃ ର୍ନିବାଚିତ ହୋଇଥିବାରୁ ଶ୍ରୀମତୀ ମେଟେ ଫ୍ରେଡେରିକସେନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ମୁଁ ଭାରତ-ଡେନମାର୍କ ସବୁଜ ରଣନୀତିକ ଭାଗିଦାରୀକୁ ମଜବୁତ କରିବାରେ ଆମର ସହଯୋଗ ଜାରି ରଖିବାକୁ ଅପେକ୍ଷା କରିଛି । @Statsmin”

HS


(रिलीज़ आईडी: 1884422) आगंतुक पटल : 163
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam