ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଜୟ ଦିବସ ଅବସରରେ ୧୯୭୧ ଯୁଦ୍ଧ ବିଜୟ ପାଇଁ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 16 DEC 2022 11:18AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜୟ ଦିବସ ଅବସରରେ ସଶସ୍ତ୍ର ବାହିନୀର ସେହି ସମସ୍ତ ସାହସୀ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯେଉଁମାନେ ୧୯୭୧ ଯୁଦ୍ଧରେ ଭାରତ ପାଇଁ ଏକ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲେ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବିଜୟ ଦିବସ ଅବସରରେ ମୁଁ ସଶସ୍ତ୍ର ବାହିନୀର ସେହି ସମସ୍ତ ସାହସୀ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି, ଯେଉଁମାନେ ୧୯୭୧ ଯୁଦ୍ଧରେ ଭାରତ ପାଇଁ ଏକ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲେ । ଦେଶକୁ ନିରାପଦ ତଥା ସୁରକ୍ଷିତ ରଖିବା ପାଇଁ ସଶସ୍ତ୍ର ବାହିନୀ ନିକଟରେ ଦେଶ ସର୍ବଦା ଋଣୀ ।”

HS


(रिलीज़ आईडी: 1884134) आगंतुक पटल : 208
इस विज्ञप्ति को इन भाषाओं में पढ़ें: Telugu , Kannada , Bengali , Assamese , Manipuri , English , Urdu , हिन्दी , Marathi , Punjabi , Gujarati , Tamil , Malayalam