ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଖ୍ୟାତ ମରାଠୀ ଲବଣୀ ଗାୟକ ସୁଲୋଚନା ତାଇ ଚାଭନଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 10 DEC 2022 6:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ ମରାଠୀ ଲବଣୀ ଗାୟକ ସୁଲୋଚନା ତାଇ ଚାଭନଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମହାରାଷ୍ଟ୍ରର ବିଶେଷ କରି ଲବଣୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ଆଗାମୀ ପୀଢି ସୁଲୋଚନା ତାଇ ଚାଭନ୍‌ଙ୍କୁ ମନେ ରଖିବେ । ସେ ସଙ୍ଗୀତ ଏବଂ ମଞ୍ଚ ପ୍ରତି ମଧ୍ୟ ଆଗ୍ରହୀ ଥିଲେ । ତାଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”

HS



(Release ID: 1882458) Visitor Counter : 119