ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ସମୃଦ୍ଧ ସଂଗୀତ ପରମ୍ପରାକୁ ସଂରକ୍ଷଣ ତଥା ପାଳନ କରିବା ପାଇଁ ହୋଇଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
10 DEC 2022 8:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସମୃଦ୍ଧ ସଂଗୀତ ପରମ୍ପରାକୁ ସଂରକ୍ଷଣ ତଥା ପାଳନ କରିବା ପାଇଁ ହୋଇଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହା ଆମ ଯୁବଗୋଷ୍ଠି ଏବଂ ଆମ ସଂସ୍କୃତି ମଧ୍ୟରେ ସଂଯୋଗକୁ ଆହୁରି ଗଭୀର କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।
କାଲା ରାମନାଥଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଅସାଧାରଣ ପ୍ରୟାସ, ସଂରକ୍ଷଣ ତଥା ଉତ୍ସାହର ସୂଚକ ତଥା ଭାରତର ସମୃଦ୍ଧ ସଂଗୀତ ପରମ୍ପରାକୁ ପାଳନ କରିବା । ମୁଁ ନିଶ୍ଚିତ ଯେ ଏହା ଆମର ଯୁବଗୋଷ୍ଠି ଏବଂ ଆମ ସଂସ୍କୃତି ମଧ୍ୟରେ ସଂଯୋଗକୁ ଆହୁରି ଗଭୀର କରିବ ।”
HS
(ରିଲିଜ ଆଡି: 1882456)
ପରିଦର୍ଶକ କାଉଣ୍ଟର : 197
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam