ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ କପରେ କାଂସ୍ୟ ପଦକ ଜିତିଥିବାରୁ ଟେବୁଲ ଟେନିସ ଖେଳାଳି ମାନିକ ବାତ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 20 NOV 2022 10:05AM by PIB Bhubaneshwar

ଏସିଆନ କପରେ କାଂସ୍ୟ ପଦକ ଜିତିଥିବାରୁ ଟେବୁଲ ଟେନିସ ଖେଳାଳି ମାନିକ ବାତ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

‘‘ଏସିଆନ କପରେ କାଂସ୍ୟ ପଦକ ଜିତି ଭାରତୀୟ ଟେବୁଲ ଟେନିସ ପାଇଁ ଇତିହାସ ରଚିଥିବା ମାନିକ ବାତ୍ରାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ତାଙ୍କର ଏହି ସଫଳତା ଭାରତରେ ଅନେକ ଆଥଲେଟଙ୍କୁ ପ୍ରେରଣା ଯୋଗାଇବ ଏବଂ ଟେବୁଲ ଟେନିସକୁ ଆହୁରି ଲୋକପ୍ରିୟ କରାଇବ ।’’

 

SR


(रिलीज़ आईडी: 1877466) आगंतुक पटल : 193
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam