ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୋରବି ଦୁର୍ଘଟଣା ସମ୍ପର୍କରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

Posted On: 30 OCT 2022 7:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୋରବି ଠାରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଶୀଘ୍ର ଟିମ ପଠାଇବାକୁ ଶ୍ରୀ ମୋଦୀ କହିଛନ୍ତି ।   

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“ପ୍ରଧାନମନ୍ତ୍ରୀ@narendramodi ଗୁଜୁରାଟ ମୁଖ୍ୟମନ୍ତ୍ରୀ @Bhupendrapbjp ଓ ଅନ୍ୟ ଅଧିକାରୀମାନଙ୍କ ସହ ମୋରବି ଠାରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଶୀଘ୍ର ଟିମ ପଠାଇବାକୁ ସେ କହିଛନ୍ତି । ନିକଟରୁ ଓ ଲଗାତର ସ୍ଥିତି ନୀରିକ୍ଷଣ ପାଇଁ ସେ କହିବା ସହିତ ପ୍ରଭାବିତମାନଙ୍କୁ ଯଥାସମ୍ଭଭ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ।”  

 

SR



(Release ID: 1872119) Visitor Counter : 145