ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Posted On:
26 OCT 2022 9:12PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ବୃଦ୍ଧି ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପ୍ରିଲ- ସେପ୍ଟେମ୍ବର ୨୦୧୩ ତୁଳନାରେ ଏପ୍ରିଲ-ସେପ୍ଟେମ୍ବର ୨୦୨୨ରେ ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ୩.୫ ଗୁଣରୁ ଅଧିକ ବୃଦ୍ଧି ହୋଇଛି ।
ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା ଉତ୍ସାହଜନକ । ବିଶ୍ୱ ସ୍ତରରେ ଭାରତୀୟ ସଂଗୀତର ଲୋକପ୍ରିୟତା ବଢୁଥିବାରୁ ଏ କ୍ଷେତ୍ରରେ ଅଗ୍ରସର ହେବାର ସୁଯୋଗ ରହିଛି ।”
SR
(Release ID: 1871232)
Visitor Counter : 136
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam