ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପୂର୍ବରେ ରେଳ ସଂଯୋଗ ଏବଂ ଭିତ୍ତିଭୂମି ମଜବୁତ ପାଇଁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 15 OCT 2022 2:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଗୌହାଟିରୁ ମେଣ୍ଡିପଥର - ଗୌହାଟି - ଶୋଖୁଭି ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିବାରୁ ଖୁସିବ୍ୟକ୍ତି କରିଛନ୍ତି

ଭାରତୀୟ ରେଳବାଇର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

ଗତ ବର୍ଷ ଉତ୍ତରପୂର୍ବରେ ସଂଯୋଗକୁ ଦୃଢ କରିବା ପାଇଁ ନିରନ୍ତର ପ୍ରୟାସର ସାକ୍ଷୀ ହୋଇଛି ଏହା ବିଶେଷ ଭାବରେ ଏହି ଅଞ୍ଚଳର ଯୁବକମାନଙ୍କୁ ସାହାଯ୍ୟ କରିବ

HS


(रिलीज़ आईडी: 1868029) आगंतुक पटल : 156
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam