ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୋଭିଡ ୧୯ ଠାରୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଂଖ୍ୟକ ଯାତ୍ରୀ ପରିବହନ ପାଇଁ ଭାରତୀୟ ବେସାମରିକ ବିମାନ ଚଳାଚଳକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 OCT 2022 4:38PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେସାମରିକ ବିମାନ ଚଳାଚଳକୁ କେବଳ ଦୈନିକ ଲକ୍ଷ ଯାତ୍ରୀ ଯାତ୍ରୀ ପରିବହନକୁ ଟପିବାପାଇଁ ନୁହେଁ, ବରଂ କୋଭିଡ ୧୯ ପୂର୍ବରୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଂଖ୍ୟା ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ସମଗ୍ର ଭାରତରେ ଯୋଗାଯୋଗକୁ ଆହୁରି ସୁଦୃ ଉପରେ ଗୁୀରୁତ୍ୱ ଦିଆଯାଉଛି, ଯାହା "ଜୀବନ ଯାପନରେ ସହଜତାଏବଂ ଅର୍ଥନୈତିକ ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

ସଫଳତାର ପ୍ରତୀକ ଆମର ଧ୍ୟାନ ହେଉଛି ସମଗ୍ର ଭାରତରେ ଯୋଗାଯୋଗକୁ ଆହୁରି ଉନ୍ନତ କରିବା, ଯାହା 'ଜୀବନ ଯାପନର ସହଜତା' ଏବଂ ଅର୍ଥନୈତିକ ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।“

HS


(ରିଲିଜ ଆଡି: 1866823) ପରିଦର୍ଶକ କାଉଣ୍ଟର : 184