ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହୀଶୂର ଦଶହରା ଉତ୍ସବର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 06 OCT 2022 8:43PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ଦଶହରା ଉତ୍ସବର ଝଲକ ସେୟାର କରିଛନ୍ତି ଏବଂ ମହୀଶୂରର ଲୋକମାନଙ୍କ ସଂସ୍କୃତି ଐତିହ୍ୟକୁ ଏକ ସୁନ୍ଦର ଢଙ୍ଗରେ ବଞ୍ଚାଇ ରଖିବା ପାଇଁ ଦେଖାଇଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ୨୦୨୨ ଯୋଗ ଦିବସ ଅବସରରେ ମହୀଶୂର ଗସ୍ତର ସ୍ମରଣୀୟ ସ୍ମୃତିକୁ ମନେ ପକାଇଛନ୍ତି

ଜଣେ ନାଗରିକଙ୍କ ଟୁଇଟ୍‍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ମହୀଶୂରର ଦଶହରା ଚମତ୍କାର ସଂସ୍କୃତି ଏବଂ ଐତିହ୍ୟକୁ ଏତେ ସୁନ୍ଦର ଭାବରେ ସଂରକ୍ଷଣ କରିଥିବାରୁ ମୁଁ ମହୀଶୂରର ଲୋକଙ୍କୁ ପ୍ରଶଂସା କରୁଛି ନିକଟରେ ୨୦୨୨ ଯୋଗ ଦିବସ ଅବସରରେ ମହୀଶୂର ପରିଦର୍ଶନ ବିଷୟରେ ମୋର ମନେ ଅଛି

HS


(रिलीज़ आईडी: 1865690) आगंतुक पटल : 179
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam