ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁଜଲୋନ ଏନର୍ଜିର ପ୍ରତିଷ୍ଠାତା ଶ୍ରୀ ତୁଳସୀ ତନ୍ତୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 02 OCT 2022 10:04PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିଷ୍ଠିତ ବ୍ୟବସାୟୀ ତଥା ସୁଜଲୋନ ଏନର୍ଜିର ପ୍ରତିଷ୍ଠାତା ଶ୍ରୀ ତୁଳସୀ ତନ୍ତୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଶ୍ରୀ ତୁଳସୀ ତନ୍ତୀ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ ଏବଂ ଭାରତର ଅର୍ଥନୀତିର ବିକାଶ ଅଭିବୃଦ୍ଧିରେ ତାଙ୍କର ଅବଦାନ ଥିଲା ଅସମୟରେ ତାଙ୍କ ବିୟୋଗରେ ଦୁଃଖିତ ତାଙ୍କ ବଂଧୁ ପରିଜନଙ୍କ ପ୍ରତି ସମବେଦନା ଓମ୍ ଶାନ୍ତି

HS


(रिलीज़ आईडी: 1864605) आगंतुक पटल : 159
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam