ପୋଷ୍ଟ କରାଯିବା ଦିନାଙ୍କ:
02 OCT 2022 3:51PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଘାଟରେ ତାଙ୍କ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ତାଙ୍କର ଆଦର୍ଶ ବିଶ୍ୱବ୍ୟାପୀ ପୁନର୍ବାର ଗତି କରୁଛି ଏବଂ ତାଙ୍କର ଚିନ୍ତାଧାରା ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ଯୋଗାଇ ଦେଇଛି । ଗାନ୍ଧୀ ଜୟନ୍ତୀ ।”
HS