ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇୟାନ ଝଡ ତୋଫାନ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 02 OCT 2022 3:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଝଡତୋଫାନ ଇୟାନ କାରଣରୁ ବହୁମୂଲ୍ୟ ଜୀବନ ହରାଇବା ଏବଂ ବିନାଶ ପାଇଁ ସମବେଦନା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଘୂର୍ଣ୍ଣିବଳୟ ଇୟାନ ଦ୍ୱାରା ବହୁମୂଲ୍ୟ ଜୀବନ ହରାଇବା ଏବଂ ବିନାଶ ପାଇଁ ଜୋ ବାଇଡେନଙ୍କ ପ୍ରତି ମୋର ଆନ୍ତରିକ ସମବେଦନା ଏବଂ ହୃଦୟରୁ ଦୁଃଖପ୍ରକାଶ   ଏହି କଠିନ ସମୟରେ ଆମର ଚିନ୍ତାଧାରା ଆମେରିକା ଲୋକଙ୍କ ସହିତ ଅଛି

HS



(Release ID: 1864477) Visitor Counter : 105