ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ଦର୍ଶନୀୟ ଡ୍ରୋନ୍ ଶୋ ର ଚିତ୍ର ସେୟାର କରିଛନ୍ତି

प्रविष्टि तिथि: 28 SEP 2022 11:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଅହମ୍ମଦାବାଦରେ ଦର୍ଶନୀୟ ଡ୍ରୋନ ଶୋ ର ଚିତ୍ର ସେୟାର କରିଛନ୍ତି ଜାତୀୟ କ୍ରୀଡାର ଉଦଘାଟନୀ ସମାରୋହ ପାଇଁ ସହର ପ୍ରସ୍ତୁତ ହେଉଛି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଜାତୀୟ କ୍ରୀଡା ଉଦଘାଟନୀ ସମାରୋହ ପାଇଁ ସହର ପ୍ରସ୍ତୁତ ହେଉଥିବାବେଳେ ଅହମ୍ମଦାବାଦରେ ଦର୍ଶନୀୟ ଡ୍ରୋନ୍ ଶୋ!”

HS


(रिलीज़ आईडी: 1864146) आगंतुक पटल : 131
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam