ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମେଟ୍ରୋ ଏବଂ ନବରାତ୍ରୀ ଉପରେ ପ୍ରସ୍ତୁତ ଭିଡିଓକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 30 SEP 2022 4:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ବିଜେପି ଦ୍ୱାରା ପ୍ରସ୍ତୁତ ଏକ ମଜାଦାର କ୍ଷୁଦ୍ର ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ମେଟ୍ରୋ ଏବଂ ନବରାତ୍ରୀ ରହିଛି ଏବଂ ଗୁଜୁରାଟ ବିକାଶ ମଡେଲକୁ ଆଲୋକିତ କରାଯାଇଛି

ଗୁଜୁରାଟର ବିଜେପିର ଏକ ଟୁଇଟର ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ମେଟ୍ରୋ ଏବଂ ନବରାତ୍ରୀ .. ଅହମ୍ମଦାବାଦ ପାଇଁ ଦୁଇ ଦୁଇଟି ଉତ୍ସବ!”

HS



(Release ID: 1863927) Visitor Counter : 107