ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଟାଲୀ ସାଧାରଣ ର୍ନିବାଚନରେ ତାଙ୍କ ଦଳ ଫ୍ରାଟେଲି ଡି ଇଟାଲିଆ ନେତୃତ୍ୱ ନେଇଥିବାରୁ ଜର୍ଜିଆ ମେଲୋନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 28 SEP 2022 8:51AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ଜିଆ ମେଲୋନିଙ୍କୁ ଇଟାଲୀ ସାଧାରଣ ର୍ନିବାଚନରେ ତାଙ୍କ ଦଳ ଫ୍ରାଟେଲି ଡି ଇଟାଲିଆ ନେତୃତ୍ୱ ନେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆପଣଙ୍କ ଦଳ ଫ୍ରାଟେଲି ଡି ଇଟାଲିଆ ଇଟାଲୀ ସାଧାରଣ ର୍ନିବାଚନରେ ବିଜୟ ପାଇଁ ଆଗେଇ ନେଇଥିବାରୁ ଅଭିନନ୍ଦନ ଜର୍ଜିଆ ମେଲୋନି । ଆମର ସମ୍ପର୍କକୁ ମଜବୁତ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛୁ ।”

HS



(Release ID: 1863177) Visitor Counter : 218