ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲତା ମଙ୍ଗେଶକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 28 SEP 2022 8:54AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେଶକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି ।

ଶ୍ରୀ ମୋଦୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଅଯୋଧ୍ୟାରେ ଏକ ଚୌକ ଲତା ଦିଦିଙ୍କ ନାମରେ ନାମିତ ହେବ ଏବଂ ଏହା ମଧ୍ୟ କହିଛନ୍ତି ଯେ ମହାନ ଭାରତୀୟଙ୍କ ପ୍ରତି ଏହା ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ତାଙ୍କ ଜନ୍ମ ବାର୍ଷିକୀରେ ଲତା ଦିଦିଙ୍କୁ ମନେ ପକାଉଛି । ବହୁତ କିଛି ଅଛି ଯାହା ମୋର ମନେ ଅଛି ... ଅସଂଖ୍ୟ ପାରସ୍ପରିକ କଥାବାର୍ତ୍ତା ଯେଉଁଥିରେ ସେ ବହୁତ ସ୍ନେହ ଦେଖାଇଛନ୍ତି । ମୁଁ ଆଜି ଖୁସି ଯେ ଅଯୋଧ୍ୟାରେ ଏକ ଚୌକ ତାଙ୍କ ନାମରେ ନାମିତ ହେବ । ମହାନ ଭାରତୀୟଙ୍କ ପ୍ରତି ଏହା ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ।”

HS


(रिलीज़ आईडी: 1863147) आगंतुक पटल : 172
इस विज्ञप्ति को इन भाषाओं में पढ़ें: Marathi , English , Urdu , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam