ପୋଷ୍ଟ କରାଯିବା ଦିନାଙ୍କ:
27 SEP 2022 7:45AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଇଗଭ ୱେବସାଇଟରେ ଚିତା ଉପରେ ଉପଲବ୍ଧ ତିନିଟି ରୋମାଞ୍ଚକର ପ୍ରତିଯୋଗିତାରେ ଭାଗ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଯେତେବେଳେ ଆମେ ଚିତା ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରୁଛୁ, ଏଠାରେ ମାଇଗଭ ରେ ତିନୋଟି ରୋମାଞ୍ଚକର ପ୍ରତିଯୋଗିତା ଅଛି ଯେଉଁଥିରେ ଭାଗ ନେବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ।”
mygov.in/careforcheetah
mygov.in/cheetahnames
mygov.in/cheetah "
HS