ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚିତା ଉପରେ ରୋମାଞ୍ଚକର ପ୍ରତିଯୋଗିତାରେ ଭାଗ ନେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 27 SEP 2022 7:45AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଇଗଭ ୱେବସାଇଟରେ ଚିତା ଉପରେ ଉପଲବ୍ଧ ତିନିଟି ରୋମାଞ୍ଚକର ପ୍ରତିଯୋଗିତାରେ ଭାଗ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଯେତେବେଳେ ଆମେ ଚିତା ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରୁଛୁ, ଏଠାରେ ମାଇଗଭ ରେ ତିନୋଟି ରୋମାଞ୍ଚକର ପ୍ରତିଯୋଗିତା ଅଛି ଯେଉଁଥିରେ ଭାଗ ନେବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ।”

mygov.in/careforcheetah

mygov.in/cheetahnames

mygov.in/cheetah "

HS



(Release ID: 1862743) Visitor Counter : 97