ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରସିଦ୍ଧ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
21 SEP 2022 1:23PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ରାଜୁ ଶ୍ରୀବାସ୍ତବ ହସ, କୌତୁକ ଓ ସକାରାତ୍ମକତାରେ ଆମ ଜୀବନକୁ ଉଦ୍ଭାଷିତ କରିଥିଲେ । ସେ ଆମକୁ ଶୀଘ୍ର ଛାଡି ଚାଲିଗଲେ ସତ ହେଲେ ନିଜ କାମ ପାଇଁ ଅନେକ ବର୍ଷ ଯାଏଁ ଅସଂଖ୍ୟ ଲୋକଙ୍କ ହୃଦୟରେ ଜୀବନ୍ତ ରହିବେ । ତାଙ୍କ ବିୟୋଗରେ ମର୍ମାହତ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।”
SR
(ରିଲିଜ ଆଡି: 1861221)
ପରିଦର୍ଶକ କାଉଣ୍ଟର : 134
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam