ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବରିଷ୍ଠ ତେଲୁଗୁ ଅଭିନେତା ଶ୍ରୀ ୟୁଭି କ୍ରିଷ୍ଣମ ରାଜୁ ଗାରୁଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 SEP 2022 10:53AM by PIB Bhubaneswar

ପ୍ରଧାନମନ୍ତ୍ରୀ   ଶ୍ରୀ  ନରେନ୍ଦ୍ର ମୋଦୀ ବରିଷ୍ଠ ତେଲୁଗୁ ଚଳଚିତ୍ର ବ୍ୟକ୍ତିତ୍ୱ ଶ୍ରୀ ୟୁଭି କ୍ରିଷ୍ଣମ ରାଜୁ ଗାରୁଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଶ୍ରୀ ୟୁଭି କ୍ରିଷ୍ଣମ ରାଜୁ ଗାରୁଙ୍କ ଦେହାନ୍ତରେ ଦୁଃଖିତ ଆଗାମୀ ପୀଢି ତାଙ୍କର ଚଳଚିତ୍ର ସଫଳତା ଏବଂ ସୃଜନଶୀଳତାକୁ ମନେ ରଖିବେ ସେ ସମାଜ ସେବାରେ ମଧ୍ୟ ଆଗରେ ରହି ରାଜନୈତିକ ନେତା ଭାବରେ ପରିଚୟ ସୃଷ୍ଟି କରିଥିଲେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଓମ୍ଶାନ୍ତି

HS


(ରିଲିଜ ଆଡି: 1858650) ପରିଦର୍ଶକ କାଉଣ୍ଟର : 142