ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚିକାଗୋରେ ୧୯୮୩ ମସିହାରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଉଲ୍ଲେଖନୀୟ ଭାଷଣକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 11 SEP 2022 10:26AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିକାଗୋରେ ୧୮୯୩ ମସିହାରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଉଲ୍ଲେଖନୀୟ ଭାଷଣକୁ ସ୍ମରଣ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ ୧୮୯୩ ମସିହାରେ ଏହି ଦିନ ସେ ଚିକାଗୋରେ ତାଙ୍କର ଅନ୍ୟତମ ଶ୍ରେଷ୍ଠ ଭାଷଣ ପ୍ରଦାନ କରିଥିଲେ ତାଙ୍କର ଭାଷଣ ବିଶ୍ୱକୁ ଭାରତର ସଂସ୍କୃତି ଏବଂ ନୈତିକତାର ଝଲକ ଦେଖାଇଥିଲା

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ସ୍ୱାମୀ ବିବେକାନନ୍ଦଙ୍କ ସହ ୧୧ ସେପ୍ଟେମ୍ବରର ଏକ ବିଶେଷ ସମ୍ପର୍କ ରହିଛି ୧୮୯୩ ମସିହାରେ ଏହି ଦିନ ସେ ଚିକାଗୋରେ ତାଙ୍କର ଅନ୍ୟତମ ଉଲ୍ଲେଖନୀୟ ଭାଷଣ ଦେଇଥିଲେ ତାଙ୍କ ଅଭିଭାଷଣ ବିଶ୍ୱକୁ ଭାରତର ସଂସ୍କୃତି ଏବଂ ନୈତିକତାର ଝଲକ ଦେଖାଇଥିଲା

HS


(रिलीज़ आईडी: 1858458) आगंतुक पटल : 156
इस विज्ञप्ति को इन भाषाओं में पढ़ें: Tamil , Kannada , Assamese , English , Urdu , हिन्दी , Marathi , Manipuri , Bengali , Punjabi , Gujarati , Telugu , Malayalam