ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଚାର୍ଯ୍ୟ ବିନୋବା ଭାବେଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 SEP 2022 10:23AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆଚାର୍ଯ୍ୟ ବିନୋବା ଭାବେଙ୍କୁ ତାଙ୍କ ଜୟନ୍ତୀରେ ମନେ ରଖିବା ତାଙ୍କ ଜୀବନ ଗାନ୍ଧୀ ନୀତିର ଏକ ପ୍ରଦର୍ଶନ ଥିଲା ସେ ସାମାଜିକ ସଶକ୍ତିକରଣ ପ୍ରତି ଆଗ୍ରହୀ ଥିଲେ ଏବଂଜୟ ଜଗତ' ଆହ୍ୱାନ ଦେଇଥିଲେ ଆମେ ତାଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ଏବଂ ଆମ ଦେଶ ପାଇଁ ତାଙ୍କର ସ୍ୱପ୍ନକୁ ସାକାର କରିବାକୁ ପ୍ରତିଶ୍ରୁତିବଦ୍ଧ

HS


(ରିଲିଜ ଆଡି: 1858456) ପରିଦର୍ଶକ କାଉଣ୍ଟର : 217