ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡାଇମଣ୍ଡ ଲିଗ ଟ୍ରଫି ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 09 SEP 2022 2:54PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।  

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ଜିତି ଇତିହାସ ରଚିଥିବା @Neeraj_chopra1 ଅଭିନନ୍ଦନ । ସେ ନିରନ୍ତର ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରି ଚାଲିଛନ୍ତି । ତାଙ୍କ କ୍ରମାଗତ ସଫଳତାରେ ଭାରତୀୟ ଦୌଡକୁଦର ପ୍ରଗତି ପରିଲକ୍ଷିତ ହେଉଛି ।”  

 

SR


(ରିଲିଜ ଆଡି: 1858156) ପରିଦର୍ଶକ କାଉଣ୍ଟର : 135