ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ପିଟି ଦିବସରେ ଫିଜିଓଥେରାପିଷ୍ଟଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 SEP 2022 6:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସମସ୍ତ ଫିଜିଓଥେରାପିଷ୍ଟଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆଜି ବିଶ୍ୱ ପିଟି ଦିବସରେ ମୁଁ ସମସ୍ତ ଫିଜିଓଥେରାପିଷ୍ଟଙ୍କ ଉଦ୍ୟମକୁ ପ୍ରଶଂସା କରୁଛି ଯେଉଁମାନେ ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଫିଜିଓଥେରାପିକୁ ଲୋକପ୍ରିୟ ଏବଂ ଆଧୁନିକୀକରଣ କରିବା ପାଇଁ ଆମେ ଉଦ୍ୟମ ଜାରି ରଖିବୁ ।”

HS


(ରିଲିଜ ଆଡି: 1857911) ପରିଦର୍ଶକ କାଉଣ୍ଟର : 158