ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଓନାମ ଅବସରରେ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 08 SEP 2022 9:08AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓନାମ ଅବସରରେ ସମସ୍ତଙ୍କୁ, ବିଶେଷକରି କେରଳ ସାରା ବିଶ୍ୱରେ ରହୁଥିବା ମାଲାୟଲୀ ସମୁଦାୟ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ସମସ୍ତଙ୍କୁ, ବିଶେଷକରି କେରଳ ସାରା ବିଶ୍ୱରେ ଥିବା ମାଲାୟଲୀ ସମୁଦାୟ ଲୋକଙ୍କୁ ଓନାମ ଅବସରରେ ଶୁଭେଚ୍ଛା ଏହି ଉତ୍ସବ ପ୍ରକୃତି ମାଆଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଏବଂ ଆମର ପରିଶ୍ରମୀ ଚାଷୀଙ୍କ ମହତ୍ତ୍ୱର ପୁଷ୍ଟି କରିଥାଏ ଓନାମ ଆମ ସମାଜରେ ସଦ୍ଭାବର ଭାବନାକୁ ଆହୁରି ଉଜ୍ଜୀବିତ କରିଥାଏ ’’

 

SR


(ରିଲିଜ ଆଡି: 1857786) ପରିଦର୍ଶକ କାଉଣ୍ଟର : 122