ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମାନ୍ୟବର ମିଖାଇଲ୍ ଗୋର୍ବାଚେଭ୍ଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 SEP 2022 9:07AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାନ୍ୟବର ମିଖାଇଲ୍ ଗୋର୍ବାଚେଭ୍ଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୁଁ ବିଂଶ ଶତାବ୍ଦୀର ଜଣେ ଅଗ୍ରଣୀ ରାଜନେତା ମାନ୍ୟବର ଶ୍ରୀ ମିଖାଇଲ୍ ଗୋର୍ବାଚେଭ, ଯିଏ କି ଇତିହାସ ସହିତ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଛନ୍ତି ତାଙ୍କ ପରିବାର ତଥା ବନ୍ଧୁମାନଙ୍କୁ ଆମର ଗଭୀର ସମବେଦନା ଜଣାଉଛି ଭାରତ ସହିତ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନକୁ ଆମେ ମନେ ପକାଉଛୁ

HS


(ରିଲିଜ ଆଡି: 1855966) ପରିଦର୍ଶକ କାଉଣ୍ଟର : 161