ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କନ୍ନଡ ଗାୟକ ଶିଭାମୋଗା ସୁବାନ୍ନାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 AUG 2022 2:21PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ କନ୍ନଡ ଗାୟକ ଶିଭାମୋଗା ସୁବାନ୍ନାଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଯେଉଁମାନେ କନ୍ନଡ ଗୀତ ଏବଂ ସଙ୍ଗୀତକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏକ ଶିଭାମୋଗା ସୁବାନ୍ନା ଏକ ଘରୋଇ ନାମ ଥିଲା । କନ୍ନଡ କବିତାକୁ ବର୍ତ୍ତମାନର ପୀଢି ସହିତ ଯୋଡିବା ପାଇଁ ତାଙ୍କର ତାଙ୍କର କାର୍ଯ୍ୟ ଓ ଉଦ୍ୟମ ବେଶ୍‍ ପ୍ରଶଂସିତ । ତାଙ୍କ ଦେହାନ୍ତ ଯନ୍ତ୍ରଣାଦାୟକ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ।  ଓମ୍ ଶାନ୍ତି ।”

HS


(ରିଲିଜ ଆଡି: 1851255) ପରିଦର୍ଶକ କାଉଣ୍ଟର : 186