ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବକ୍ସିଂରେ ସିଡବ୍ଲ୍ୟୁଜି ରେ ରୌପ୍ୟ ପଦକ ଜିତିଥିବାରୁ ସାଗର ଅହଲୱାଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
11 AUG 2022 4:34PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟଜି ୨୦୨୨ ରେ ବକ୍ସିଂରେ ପୁରୁଷ ୯୨+ କିଲୋଗ୍ରାମରେ ରୌପ୍ୟ ପଦକ ଜିତିବା ପାଇଁ ସାଗର ଅହଲୱାଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ସାଗର ଅହଲୱାଟଙ୍କ ଦ୍ୱାରା ଭଲ ଲଢେଇ ହୋଇଛି! ବକ୍ସିଂରେ ସିଡବ୍ଳ୍ୟଜି ରେ ରୌପ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ସେ ଏହି ଖେଳର ଭାରତର ପାୱାରହାଉସ ମଧ୍ୟରେ ଅଛନ୍ତି ଏବଂ ତାଙ୍କର ଏହି ସଫଳତା ଯୁବ ପୀଢିର ବକ୍ସରମାନଙ୍କୁ ପ୍ରେରଣା ଯୋଗାଇବ । ଆଗାମୀ ଦିନରେ ସେ ଭାରତର ଏହି ଗୌରବକୁ ବଜାୟ ରଖିବେ । #Cheer4India”
HS
(रिलीज़ आईडी: 1850923)
आगंतुक पटल : 181
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam