ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଟ୍ରିପଲ ଜମ୍ପ ପ୍ରତିଯୋଗିତାରେ ରୌପ୍ୟ ଜିତିବା ପାଇଁ ଅବଦୁଲ୍ଲା ଆବୁବାକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
08 AUG 2022 3:48PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ଆଥଲେଟିକ୍ସ ପୁରୁଷ ଟ୍ରିପଲ ଜମ୍ପ ପ୍ରତିଯୋଗିତାରେ ରୌପ୍ୟ ଜିତିବା ପାଇଁ ଅବଦୁଲ୍ଲା ଆବୁବାକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ବର୍ମିଂହାମରେ ଚାଲିଥିବା ଟ୍ରିପଲ ଜମ୍ପ ପ୍ରତିଯୋଗିତାରେ ଅବଦୁଲ୍ଲା ଆବୁବାକର ଏକ ରୌପ୍ୟ ଜିତିଥିବାରୁ ଆନନ୍ଦିତ । ଏହି ପଦକ ବହୁ ପରିଶ୍ରମ ଏବଂ ଉଲ୍ଲେଖନୀୟ ପ୍ରତିବଦ୍ଧତାର ଫଳାଫଳ ଅଟେ । ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା । #Cheer4India"
HS
(रिलीज़ आईडी: 1849832)
आगंतुक पटल : 179
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam