ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟଗୋଷ୍ଠୀ କ୍ରୀଡାରେ ଲଗାତାର ତୃତୀୟ ପଦକ ଜିତିଥିବାରୁ ବଜରଙ୍ଗ ପୁନିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 AUG 2022 11:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ଲଗାତାର ତୃତୀୟ ପଦକ ଜିତିଥିବାରୁ ବଜରଙ୍ଗ ପୁନିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି ୨୦୨୨ ସିଡବ୍ଲ୍ୟୁଜି ରେ ୬୫ କିଲୋଗ୍ରାମ କୁସ୍ତିରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଦକ୍ଷ ବଜରଙ୍ଗ ପୁନିଆ ସ୍ଥିରତା ଏବଂ ଉତ୍କର୍ଷ ସହିତ ସମକକ୍ଷ ସେ ବର୍ମିଂହାମ ସିଡବ୍ଲ୍ୟୁଜି ରେ ଏକ ସ୍ୱର୍ଣ୍ଣ ଜିତିଛନ୍ତି   ସିଡବ୍ଲ୍ୟୁଜିରେ ଲଗାତାର ଭାବେ ତୃତୀୟ ପଦକ ଜିଣିଥିବାରୁ ଉଲ୍ଲେଖନୀୟ କୀର୍ତ୍ତିମାନ ପାଇଁ ତାଙ୍କୁ ଅଭିନନ୍ଦନ ତାଙ୍କର ଆବେଗ ଏବଂ ଆତ୍ମବିଶ୍ୱାସ ପ୍ରେରଣାଦାୟକ ଅଟେ ମୋର ସର୍ବଦା ଶୁଭେଚ୍ଛା

HS


(ରିଲିଜ ଆଡି: 1849816) ପରିଦର୍ଶକ କାଉଣ୍ଟର : 114