ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସିଡବ୍ଲ୍ୟୁଜି ୨୦୨୨ ରେ ୪୮ କିଲୋଗ୍ରାମ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନିତୁ ଘାଙ୍ଗସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 AUG 2022 11:24PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ୪୮ କିଲୋଗ୍ରାମ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନିତୁ ଘାଙ୍ଗସଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ସିଡବ୍ଲ୍ୟୁଜି ୨୦୨୨ ରେ ବକ୍ସିଂରେ କଷ୍ଟାର୍ଜିତ ତଥା ଯୋଗ୍ୟ ସ୍ୱର୍ଣ୍ଣ ପଦକ ପାଇଁ ନିତୁ ଘାଙ୍ଗସଙ୍କୁ ଅଭିନନ୍ଦନ ସେ କଠିନ ପରିଶ୍ରମ ଏବଂ ଅତି ଉତ୍ସାହର ସହିତ କ୍ରୀଡା ଅନୁସରଣ କରିଛନ୍ତି ତାଙ୍କର ଏହି ସଫଳତା ବକ୍ସିଂକୁ ଅଧିକ ଲୋକପ୍ରିୟ କରିବାକୁ ଯାଉଛି ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା #Cheer4India”

HS


(ରିଲିଜ ଆଡି: 1849538) ପରିଦର୍ଶକ କାଉଣ୍ଟର : 141