ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସିଡବ୍ଲ୍ୟୁଜି ୨୦୨୨ ରେ ୫୧ କିଲୋଗ୍ରାମ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅମିତ ପାଙ୍ଗଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 AUG 2022 11:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ୫୧ କିଲୋଗ୍ରାମ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅମିତ ପାଙ୍ଗଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

ଆମର ପଦକ ତାଲିକାରେ ଏକ ସମ୍ମାନଜନକ ଯୋଗଦାନ ପାଇଁ ତାରକା ଅମିତ ପାଙ୍ଗଲଙ୍କୁ ଧନ୍ୟବାଦ ସେ ଆମର ସବୁଠାରୁ ପ୍ରଶଂସନୀୟ ଏବଂ କୁଶଳୀ ବକ୍ସରମାନଙ୍କ ମଧ୍ୟରୁ ଜଣେ, ଯିଏ ସର୍ବୋଚ୍ଚ ଚତୁରତା ପ୍ରଦର୍ଶନ କରିଛନ୍ତି ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଭବିଷ୍ୟତ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି #Cheer4India”

HS


(ରିଲିଜ ଆଡି: 1849537) ପରିଦର୍ଶକ କାଉଣ୍ଟର : 173