ପୋଷ୍ଟ କରାଯିବା ଦିନାଙ୍କ:
06 AUG 2022 10:05PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ରୌପ୍ୟ ପଦକ ବିଜେତା ଲନ ବଲ ପୁରୁଷ ଦଳର ଖେଳାଳି ସୁନୀଲ ବାହାଦୁର, ନବନୀତ ସିଂହ, ଚନ୍ଦନ କୁମାର ସିଂହ ଓ ଦୀନେଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଲନ ବଲ୍ସରେ ରୌପ୍ୟ ପଦକ ଜିତିଥିବା ସୁନୀଲ ବାହାଦୁର, ନବନୀତ ସିଂହ, ଚନ୍ଦନ କୁମାର ସିଂହ ଓ ଦୀନେଶ କୁମାରଙ୍କ ପାଇଁ ଗର୍ବିତ । ସେମାନଙ୍କ ଦଳଗତ ପ୍ରଚେଷ୍ଟା ଓ ଦୃଢ ପ୍ରଚେଷ୍ଟା ପ୍ରଶଂସନୀୟ । ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭେଚ୍ଛା । #Cheer4India”
SR