ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ସ୍ୱର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ ମୀରାବାଈ ଚାନୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 30 JUL 2022 11:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ସ୍ୱର୍ଣ୍ଣପଦକ ବିଜେତା ଭାରୋତ୍ତଳକ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ଅସାଧାରଣ @mirabai_chanu ଭାରତକୁ ପୁଣି ଥରେ ଗୌରବାନ୍ୱିତ କରିଛନ୍ତି! ସ୍ୱର୍ଣ୍ଣପଦକ ଜିତିବା ସହ ନୂଆ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୂଆ ରେକର୍ଡ ସ୍ଥାପନ କରିଥିବାରୁ ପ୍ରତ୍ୟେକ ଭାରତୀୟ ଆନନ୍ଦିତ । ତାଙ୍କ ସଫଳତା ବହୁ ଭାରତୀୟ, ବିଶେଷତଃ ଉଦୀୟମାନ କ୍ରୀଡାବିତମାନଙ୍କୁ ପ୍ରେରିତ କରିବ । 

 

SR


(रिलीज़ आईडी: 1846866) आगंतुक पटल : 185
इस विज्ञप्ति को इन भाषाओं में पढ़ें: Kannada , Bengali , English , Urdu , हिन्दी , Marathi , Assamese , Manipuri , Punjabi , Gujarati , Tamil , Telugu , Malayalam