ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ବ୍ୟାଘ୍ର ସଂରକ୍ଷଣବିତଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 29 JUL 2022 2:30PM by PIB Bhubaneswar

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟାଘ୍ର ସଂରକ୍ଷଣବିତଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆନ୍ତର୍ଜାତିକ ବ୍ୟାଘ୍ର ଦିବସରେ ବାଘ ସଂରକ୍ଷଣ ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଶଂସା କରୁଛି । ଭାରତରେ ୭୫ ହଜାର ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ୫୨ ବ୍ୟାଘ୍ର ଅଭୟାରଣ୍ୟ ରହିଛି ଜାଣି ଆପଣମାନେ ଗର୍ବିତ ହେବେ । ସ୍ଥାନୀୟ ଅଧିବାସୀଙ୍କୁ ବ୍ୟାଘ୍ର ସଂରକ୍ଷଣରେ ସାମିଲ କରିବାକୁ ଅଭିନବ ଉଦ୍ୟମ କରାଯାଉଛି ।”

 

SR


(रिलीज़ आईडी: 1846253) आगंतुक पटल : 188
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Manipuri , Assamese , Punjabi , Gujarati , Tamil , Telugu , Malayalam