ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ରପତି କୋବିନ୍ଦଙ୍କ ବକ୍ତବ୍ୟ ଜାତୀୟ ପ୍ରଗତି ପ୍ରତି ତାଙ୍କ ଆବେଗକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
24 JUL 2022 9:39PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦାୟିତ୍ୱରୁ ଅବ୍ୟାହତି ନେବା ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜାତି ଉଦ୍ଦେଶ୍ୟରେ ଦେଇଥିବା ଭାଷଣରେ ଦେଶର ରାଷ୍ଟ୍ରପତି ଭାବେ ସେ କରିଥିବା ସେବାର ଭାବନା ପ୍ରତିଫଳିତ ହେଉଛି ।
ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟରେ କହିଛନ୍ତି;
“ରାଷ୍ଟ୍ରପତି କୋବିନ୍ଦଙ୍କ ପ୍ରେରଣାଦାୟୀ ଅଭିଭାଷଣ । ତାଙ୍କ ବକ୍ତବ୍ୟରେ ଜାତୀୟ ପ୍ରଗତି ପ୍ରତି ଆବେଗ ଓ ଦେଶର ରାଷ୍ଟ୍ରପତି ଭାବେ ସେ କରିଥିବା ସେବାର ଭାବନା ପ୍ରତିଫଳିତ ହେଉଛି ।”
SR
(ରିଲିଜ ଆଡି: 1844834)
ପରିଦର୍ଶକ କାଉଣ୍ଟର : 182
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam