ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆସାମର ଡିବ୍ୟାଙ୍ଗ ଚିତ୍ରଶିଳ୍ପୀ ଅଭିଜିତ ଗୋଟାନିଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 22 JUL 2022 9:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ଅଭିଜିତ ଗୋଟାନୀଙ୍କ ସହ ଆଲୋଚନା କରିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍କରିଛି;

ଏହାପୂର୍ବରୁ ଆଜି ଆସାମର ଅଭିଜିତ ଗୋଟାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ସେ ସ୍ମରଣୀୟ ଆଲୋଚନାକୁ ସେ ସେୟାର କରିଛନ୍ତି

HS


(रिलीज़ आईडी: 1844242) आगंतुक पटल : 164
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam