ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମଧ୍ୟପ୍ରଦେଶର ବୁରହାନପୁର ଦେଶର ପ୍ରଥମ ହର ଘର ଜଳ ପ୍ରମାଣିତ ଜିଲ୍ଲା ହୋଇଥିବାରୁ ସେଠାକାର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 JUL 2022 9:43PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ବୁରହାନପୁର ନାଗରିକଙ୍କୁ ଦେଶର ପ୍ରଥମ ହର ଘର ଜଳ ପ୍ରମାଣିତ ଜିଲ୍ଲା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଏହି ଉଲ୍ଲେଖନୀୟ ସଫଳତା ପାଇଁ ବୁରହାନପୁରର ମୋ ଭଉଣୀ ଏବଂ ଭାଇମାନଙ୍କୁ ଅଭିନନ୍ଦନ । ଲୋକଙ୍କ ମଧ୍ୟରେ ସାମୂହିକ ଆବେଗ ଏବଂ ଶିବରାଜ ସିଂହ ଚୌହାନ ଜୀଙ୍କ ଅଧୀନରେ ଜେଜେଏମ୍ ଟିମ୍ ଏବଂ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମିଶନ୍ ମୋଡ୍ ପ୍ରୟାସ ବିନା ଏହା ସମ୍ଭବ ନୁହେଁୟ ।”

HS


(ରିଲିଜ ଆଡି: 1844241) ପରିଦର୍ଶକ କାଉଣ୍ଟର : 198