ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରସିଦ୍ଧ ଗାୟକ ଶ୍ରୀ ଭୂପିନ୍ଦର ସିଂହଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
18 JUL 2022 11:35PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ଗାୟକ ଶ୍ରୀ ଭୂପିନ୍ଦର ସିଂହଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବହୁ ଦଶନ୍ଧି ଧରି ସ୍ମରଣୀୟ ଗୀତ ଗାଇଥିବା ଶ୍ରୀ ଭୂପିନ୍ଦର ସିଂହ ଜୀଙ୍କର ପରଲୋକରେ ଦଃଖିତ । ତାଙ୍କର ସଙ୍ଗୀତ ଅନେକ ଲୋକଙ୍କୁ ଆକର୍ଷିତ କରିଥିଲା । ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ଅଛି । ଓମ୍ ଶାନ୍ତି ।
HS
(रिलीज़ आईडी: 1842910)
आगंतुक पटल : 158
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam