ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମନ କି ବାତ୍ ପାଇଁ ମତାମତ ଦେବାକୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 JUL 2022 9:29AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଜୁଲାଇ ୨୦୨୨ ପୂର୍ବାହ୍ନ ୧୧ ଟା ସମୟରେ ପ୍ରସାରିତ ହେବାକୁ ଥିବା ମନ କି ବାତର ଆଗାମୀ ଏପିସୋଡ ପାଇଁ ମତାମତ ଏବଂ ପରାମର୍ଶ ସେୟାର କରିବାକୁ ଲୋକଙ୍କୁ ଆମନ୍ତ୍ରଣ କରିଛନ୍ତିୟ । ମତାମତଗୁଡ଼ିକୁ MyGov, Namo App ରେ ସେୟାର କରାଯାଇପାରିବ କିମ୍ବା ବାର୍ତ୍ତା ରେକର୍ଡ କରିବା ପାଇଁ ୧୮୦୦-୧୧-୭୮୦୦ ନମ୍ବରକୁ ଡାଏଲ୍ କରାଯାଇ ପାରିବ ।
MyGov ନିମନ୍ତ୍ରଣ ସେୟାର ସହିତ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଆପଣଙ୍କର ଏହି ମାସର ମନ କି ବାତ୍ ପାଇଁ କିଛି ମତାମତ ଅଛି କି ? ଯାହା ୩୧ ତାରିଖରେ ପ୍ରସାରିତ ହେବ । ମୁଁ ସେଗୁଡିକ ଶୁଣିବାକୁ ଅପେକ୍ଷା କରିଛି ... ସେଗୁଡିକ MyGov କିମ୍ବା Namo App ରେ ସେୟାର କରନ୍ତୁ । ଅଥବା ୧୮୦୦-୧୧-୭୮୦୦ ରେ ଡାଏଲ୍ କରି ଆପଣଙ୍କ ବାର୍ତ୍ତା ରେକର୍ଡ କରନ୍ତୁ ।”
https://www.mygov.in/group-issue/inviting-ideas-mann-ki-baat-prime-minister-narendra-modi-31st-july-2022/?/target=inapp&type=group_issue&nid=332891
HS
(ରିଲିଜ ଆଡି: 1841721)
ପରିଦର୍ଶକ କାଉଣ୍ଟର : 151
ଏହି ରିଲିଜ ପଢନ୍ତୁ :
Bengali
,
Assamese
,
Telugu
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam