ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଖର୍ଚ୍ଚି ପୂଜା ଆରମ୍ଭରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 07 JUL 2022 11:08AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖର୍ଚ୍ଚି ପୂଜା ଆରମ୍ଭରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଖର୍ଚ୍ଚି ପୂଜା ଆରମ୍ଭରେ ଶୁଭେଚ୍ଛା ଚତୁର୍ଦ୍ଦଶ ଦେବତାଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହିଥାଉ ସମସ୍ତଙ୍କୁ ଉତ୍ତମ  ସ୍ୱାସ୍ଥ୍ୟ, ସଫଳତା ଏବଂ ସମୃଦ୍ଧତାର ଆଶୀର୍ବାଦ ପ୍ରାପ୍ତ ହେଉ

HS


(रिलीज़ आईडी: 1839835) आगंतुक पटल : 145
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam