ପୋଷ୍ଟ କରାଯିବା ଦିନାଙ୍କ:
01 JUL 2022 9:46AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶାଧି ବିଜ୍ର ଶୁଭ ଅବସରରେ ସମସ୍ତଙ୍କୁ ବିଶେଷ କରି ସାରା ବିଶ୍ୱରେ ଥିବା କୁଟଚି ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଶାଧି ବିଜ୍ର ଶୁଭ ଅବସରରେ ସମଗ୍ର ବିଶ୍ୱରେ ଥିବା କୁଟଚି ସମ୍ପ୍ରଦାୟର ସମସ୍ତଙ୍କୁ ଶୁଭେଚ୍ଛା । ଆସନ୍ତା ବର୍ଷ ସମସ୍ତଙ୍କ ଜୀବନରେ ଶାନ୍ତି, ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ ।”
HS