ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଶାଧି ବିଜ୍‍ ଅବସରରେ ପ୍ରତ୍ୟେକଙ୍କୁ ବିଶେଷକରି କୁଟୁଚି ସମ୍ପ୍ରଦାୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 01 JUL 2022 9:46AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶାଧି ବିଜ୍ ଶୁଭ ଅବସରରେ ସମସ୍ତଙ୍କୁ ବିଶେଷ କରି ସାରା ବିଶ୍ୱରେ ଥିବା କୁଟଚି ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆଶାଧି ବିଜ୍ ଶୁଭ ଅବସରରେ ସମଗ୍ର ବିଶ୍ୱରେ ଥିବା କୁଟଚି ସମ୍ପ୍ରଦାୟର ସମସ୍ତଙ୍କୁ ଶୁଭେଚ୍ଛା ଆସନ୍ତା ବର୍ଷ ସମସ୍ତଙ୍କ ଜୀବନରେ ଶାନ୍ତି, ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ

HS


(रिलीज़ आईडी: 1838532) आगंतुक पटल : 160
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam